ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ପରଲୋକ

ମୁମ୍ୱାଇ: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର କୋରିଓଗ୍ରାଫର ସରୋଜ ଖାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ … Continue reading ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ପରଲୋକ